VC Appointments Delay : କୁଳପତି ନିଯୁକ୍ତିରେ ବାଧା କେଉଁଠି ?

ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟକୁ କେବେ ମିଳିବ କୁଳପତି ? କାହିଁକି ହେଉଛି ବିଳମ୍ବ ? କେଉଁଠି ରହିଛି ଅସୁବିଧା ? ତାକୁ ନେଇ କଳ୍ପନାଜଳ୍ପନା ଭିତରେ ସିଣ୍ଡିକେଟ୍ ଗଠନରେ ବିଳମ୍ବକୁ ଦାୟୀ କରିଛନ୍ତି ଶିକ୍ଷାବିତ୍।

VC Appointments Delay : କୁଳପତି ନିଯୁକ୍ତିରେ ବାଧା କେଉଁଠି ?
Array