Vector Borne Diseases in Summer: ଗ୍ରୀଷ୍ମ ଋତୁରେ ମଶା-ମାଛି ଜନିତ ରୋଗରୁ ସୁରକ୍ଷାର ଉପାୟ
ଗ୍ରୀଷ୍ମ ଋତୁରେ ଯେ କେବଳ ଖରା, ଗରମ, ଝାଳ, ଘିମିରି କିମ୍ବା ଡିହାଇଡ୍ରେସନର ସମ୍ଭାବନା ବଢିଯାଏ ତା’ ନୁହେଁ। ଗ୍ରୀଷ୍ମ ଋତୁରେ ଡେଙ୍ଗି, ମେଲେରିଆ, ଚିକନ୍-ଗୁନିଆ ଏବଂ ଡାଏରିଆ ସ°କ୍ରମଣ ମଧ୍ୟ ବଢିଯାଏ। ଏହାର କାରଣ ଜାଣି ବେଳହୁଁ ସାବଧାନ ରହିଲେ ହିଁ ଉକ୍ତ ରୋଗ ଗୁଡ଼ିକ ଦ୍ବାରା ଦେଖା ଯାଉଥିବା ବିଭିନ୍ନ ସା°ଘାତିକ ଏବଂ ପ୍ରାଣଘାତକ ସମସ୍ୟାରୁ ରକ୍ଷା ମିଳି ପାରିବ।