Vibhu Raghave Death: ମନୋରଞ୍ଜନ ଦୁନିଆରେ ପୁଣି ଏକ ଦୁଃଖ; ଚାଲିଗଲେ ‘ସାବଧାନ ଇଣ୍ଡିଆ’ର ଅଭିନେତା

ଟେଲିଭିଜନ ଅଭିନେତା ବିଭୁ ରାଘବେଙ୍କ ପରଲୋକ ହୋଇଯାଇଛି। ଅଭିନେତା ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୨୦୨୨ ମସିହାରେ ବିଭୁଙ୍କ କୋଲନ୍‌ କର୍କଟ ରୋଗ ଚିହ୍ନଟ ହୋଇଥିଲା।

Vibhu Raghave Death: ମନୋରଞ୍ଜନ ଦୁନିଆରେ ପୁଣି ଏକ ଦୁଃଖ; ଚାଲିଗଲେ ‘ସାବଧାନ ଇଣ୍ଡିଆ’ର ଅଭିନେତା
Array