Video Viral: ରିଲେସନସିପକୁ ନେଇ ଚର୍ଚ୍ଚା, ଲଣ୍ଡନରେ ଏକାଠି ବୁଲୁଛନ୍ତି

ଯୁଜବେନ୍ଦ୍ର ଚହଲ ଏବଂ ଆରଜେ ମହବଶଙ୍କ ଆଫେୟାର ଗୁଜବ ସେତେବେଳୁ ଜୋର ଧରିଛି, ଯେତେବେଳୁ ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ଖବର ଆସିଥିଲା। ଉଭୟେ ମାର୍ଚ୍ଚ ମାସରେ ଛାଡ଼ପତ୍ର ନେଇଥିଲେ।

Video Viral: ରିଲେସନସିପକୁ ନେଇ ଚର୍ଚ୍ଚା, ଲଣ୍ଡନରେ ଏକାଠି ବୁଲୁଛନ୍ତି
Array