Video: କେଉଁ ଭୟରେ ପୀଡ଼ିତ ବିଜେଡି ?

ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?

Video: କେଉଁ ଭୟରେ ପୀଡ଼ିତ ବିଜେଡି ?
Array