୭ ବର୍ଷର ନାତିକୁ ଝୁରି ଝୁରି ବିକଳ ହେଉଛି ଜେଜେ ମା’

ମୋ ପୁଅ ସହ ଗଣ୍ଡଗୋଲ କରି ନାତିକୁ ଧରି ବୋହୂ ୩ ବର୍ଷ ହେଲାଣି ଘର ଛାଡି ତା ବାପା ଘରେ ରହୁଥିଲା। ଏମିତି କି ଅଭାବ ଦେଖାଦେଲା ଯେ  ନାତିକୁ ୨୦ ହଜାର ଟଙ୍କାରେ ବିକିଦେଲା।

୭ ବର୍ଷର ନାତିକୁ ଝୁରି ଝୁରି ବିକଳ ହେଉଛି ଜେଜେ ମା’
Array