Viral Video: ପ୍ରଦର୍ଶନୀ ବୁଲିବାକୁ ଆସିଲେ, ଆମ୍ବ ନେଇକି ଚାଲିଗଲେ

ଶେଷ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା । ଲୋକମାନେ ପ୍ରଦର୍ଶନୀରେ ରଖାଯାଇଥିବା ଆମ୍ବକୁ କାହାକୁ ନପଚାରି ନେବାକୁ ଲାଗିଲେ । ସ୍ଥିତି ଏଭଳି ହେଲା ଭିଡ଼କୁ ସମ୍ଭାଳିହେଲାନି ।

Viral Video:  ପ୍ରଦର୍ଶନୀ ବୁଲିବାକୁ ଆସିଲେ, ଆମ୍ବ ନେଇକି ଚାଲିଗଲେ
Array