Odisha Funeral Transport Service: ଶବ ପରିବହନ ପାଇଁ ହେବ ନୂଆ ବ୍ୟବସ୍ଥା, ଗୋଟିଏ କଲ୍‌ରେ ମିଳିବ ସେବା

ଦୂର ହେବ ଶବ ପରିବହନ ସମୟରେ ଉପୁଜୁଥିବା ସମସ୍ୟା । ଏଣିକି ରାଜ୍ୟରେ ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ବତନ୍ତ୍ର ଟୋଲ୍‌ ଫ୍ରି ନମ୍ବର୍ । ଏଥିପାଇଁ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଛି ପ୍ରାରମ୍ଭିକ ଆଲୋଚନା ।

Odisha Funeral Transport Service: ଶବ ପରିବହନ ପାଇଁ ହେବ ନୂଆ ବ୍ୟବସ୍ଥା, ଗୋଟିଏ କଲ୍‌ରେ ମିଳିବ ସେବା
Array