Video: ଦଳ ଜିତିବା ଖୁସିରେ ଏମିତି କାମ କରିଦେଲେ ପୂର୍ବତନ କ୍ରିକେଟର୍, ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ,୨୯।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୮ ରନ୍ରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ଏହି ବିଜୟ ଐତିହାସିକ ଥିଲା। କାରଣ ସେମାନେ ୨୭ ବର୍ଷ ପରେ ନିଜ ଘରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ। ୱେଷ୍ଟଇଣ୍ଡିଜର ଏହି ବିଜୟ ଦେଖି ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ବହୁତ ଉତ୍ସାହିତ ହେଲେ। ସାମିଙ୍କ ଉତ୍ସାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ […] The post Video: ଦଳ ଜିତିବା ଖୁସିରେ ଏମିତି କାମ କରିଦେଲେ ପୂର୍ବତନ କ୍ରିକେଟର୍, ଭାଇରାଲ୍ ହେଉଛି ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୮ ରନ୍ରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ଏହି ବିଜୟ ଐତିହାସିକ ଥିଲା। କାରଣ ସେମାନେ ୨୭ ବର୍ଷ ପରେ ନିଜ ଘରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ। ୱେଷ୍ଟଇଣ୍ଡିଜର ଏହି ବିଜୟ ଦେଖି ଦଳର ପୂର୍ବତନ ଅଧିନାୟକ ଡାରେନ ସାମି ବହୁତ ଉତ୍ସାହିତ ହେଲେ। ସାମିଙ୍କ ଉତ୍ସାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଡାରେନ ସାମି ଟିଭିରେ ମ୍ୟାଚ ଦେଖୁଛନ୍ତି ଏବଂ ଯେପରି ଶାମର ଜୋସେଫ ହାଜଲେଉଡଙ୍କୁ ବୋଲିଂ କରି ଅଷ୍ଟ୍ରେଲିଆର ଶେଷ ଉଇକେଟ ନେଇଥିଲେ, ସେହିପରି ସାମିଙ୍କ ଭିତରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ସାମି ବହୁତ ଜୋରରେ ପାଟି କରି କିଛି କହିଥିଲେ। ସେ ଏତେ ଉତ୍ସାହିତ ଥିଲେ ଯେ ବିଛଣାରେ ରଖାଯାଇଥିବା ଲାପଟପ ତାଙ୍କ ମୁଣ୍ଡକୁ ଆଘାତ କରେ। ଲାପଟପ ବାଜିବା ପରେ ସେ ପୁଣି ପାଟି କରିବା ଆରମ୍ଭ କରନ୍ତି ।
Darren Sammy was mood this morning, but I live in the Ivy, and it was 3 o clock in the morning, so I had to do my shouting in the pillow. I ain't able to get shoot
Read More