ବୟଫ୍ରେଣ୍ଡଙ୍କ ସହ ଛୁଟି କାଟି ମୁମ୍ଵାଇ ଫେରିଲେ କ୍ରିତି, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୦୭।୦୮: ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ୨୭ ଜୁଲାଇରେ ତାଙ୍କ ଜନ୍ମ ଦିନ ପାଳିଥିଲେ। ଏହି ଅଭିନେତ୍ରୀ ତାଙ୍କ ଜନ୍ମଦିନ ସେଲିବ୍ରେସନ ପାଇଁ ଗ୍ରୀସ ଯାଇଥିଲେ । ତାହା ପୁଣି ଏକା ନୁହେଁ ଉଭଣୀ ନୂପୁର ଓ ତାଙ୍କ ପ୍ରେମିକ କବୀର ଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ଗ୍ରୀସରୁ ଛୁଟି କାଟି ଫେରିଛନ୍ତି। View this post on InstagramA post shared by Viral Bhayani (@viralbhayani)ନିକଟରେ କ୍ରିତିଙ୍କୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା। କଳା ପୋଷାକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି।ଅଭିନେତ୍ରୀଙ୍କ ବିମାନବନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅଭିନେତ୍ରୀ ପାପାରାଜିଙ୍କୁ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଜଣା ପଡୁଥିଲା ଯେ ଅଭିନେତ୍ରୀ ବହୁତ ଖୁସି ଦେଖାଯାଉଥିଲେ । ସେ ପାପାରାଜି ଅଭିନେତ୍ରୀଙ୍କ ସହିତ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା ।କ୍ରିତି ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଛୁଟିଦିନର ଭିଡିଓ ସେୟାର କରିଥିଲେ। ଅଭିନେତ୍ରୀ ଜଣକ ବିଚ୍‌ରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଅଭିନେତ୍ରୀଙ୍କ ଭିଡିଓରେ ତାଙ୍କ ପ୍ରେମିକ କବୀର ନଜର ଆସିଥିଲେ। ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ଜୀବନର ରୋମାଣ୍ଟିକ୍ ପର୍ଯ୍ୟାୟ

ବୟଫ୍ରେଣ୍ଡଙ୍କ ସହ ଛୁଟି କାଟି ମୁମ୍ଵାଇ ଫେରିଲେ କ୍ରିତି, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୦୭।୦୮: ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ୨୭ ଜୁଲାଇରେ ତାଙ୍କ ଜନ୍ମ ଦିନ ପାଳିଥିଲେ। ଏହି ଅଭିନେତ୍ରୀ ତାଙ୍କ ଜନ୍ମଦିନ ସେଲିବ୍ରେସନ ପାଇଁ ଗ୍ରୀସ ଯାଇଥିଲେ । ତାହା ପୁଣି ଏକା ନୁହେଁ ଉଭଣୀ ନୂପୁର ଓ ତାଙ୍କ ପ୍ରେମିକ କବୀର ଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ଗ୍ରୀସରୁ ଛୁଟି କାଟି ଫେରିଛନ୍ତି। 

ନିକଟରେ କ୍ରିତିଙ୍କୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା। କଳା ପୋଷାକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି।ଅଭିନେତ୍ରୀଙ୍କ ବିମାନବନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅଭିନେତ୍ରୀ ପାପାରାଜିଙ୍କୁ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଜଣା ପଡୁଥିଲା ଯେ ଅଭିନେତ୍ରୀ ବହୁତ ଖୁସି ଦେଖାଯାଉଥିଲେ । ସେ ପାପାରାଜି ଅଭିନେତ୍ରୀଙ୍କ ସହିତ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

କ୍ରିତି ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଛୁଟିଦିନର ଭିଡିଓ ସେୟାର କରିଥିଲେ। ଅଭିନେତ୍ରୀ ଜଣକ ବିଚ୍‌ରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଅଭିନେତ୍ରୀଙ୍କ ଭିଡିଓରେ ତାଙ୍କ ପ୍ରେମିକ କବୀର ନଜର ଆସିଥିଲେ। ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ଜୀବନର ରୋମାଣ୍ଟିକ୍ ପର୍ଯ୍ୟାୟ ଉପଭୋଗ କରୁଛନ୍ତି ।