Yogasana: କମ୍ପ୍ୟୁଟରରେ କାମ କରି ବିନ୍ଧୁଛି କି ମଣିବନ୍ଧ; କରନ୍ତୁ ଏହିସବୁ ଯୋଗାସନ
ଅଧିକ ସମୟ ଧରି ଡେସ୍କଟପ୍ରେ କାମ କରିବା ଫଳରେ ହାତଗୋଡ଼ ଉପରେ ଚାପ ପଡିବା ସହିତ ମଣିବନ୍ଧ (Wrist) ଯନ୍ତ୍ରଣା ବଢିଯାଏ। ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା। ଯେଉଁମାନେ ଦୀର୍ଘ ସମୟ ଧରି ଲାପଟପ୍ରେ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।