Video: ମହାକୁମ୍ଭ ପାଇଁ ଆସିବେ ୪୦ କୋଟି ଶ୍ରଦ୍ଧାଳୁ
ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ ।