Crime: ରାଗ ପରମ ଚାଣ୍ଡାଳ, ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି, ସ୍ୱାମୀ…

ସ୍ତ୍ରୀ ମୁମୂର୍ଷୁ ଅଵସ୍ଥାରେ ଘରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ବେଳେ ସ୍ତ୍ରୀ ମରିଗଲା ବୋଲି ଭାବି ନିଜେ ରସି ଲଗାଇ ଆତ୍ମହତ୍ୟା କରିଥିଲା । ଘଟଣା ସଂପର୍କରେ ଗାଁ ଲୋକ ଜାଣିବା ପରେ ଧରାକୋଟ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକମାନେ ଯମୁନାଙ୍କୁ ମେଡିକାଲ୍ ନେଇଥିଲେ ।

Crime: ରାଗ ପରମ ଚାଣ୍ଡାଳ, ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି, ସ୍ୱାମୀ…
Array