Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ

ସୁରଟ,୭।୩: ଧାଡିଏ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ସମ୍ପ୍ରତି ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଭିଡିଓରେ, ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଚିତ୍ର ଉପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଟୋଗ୍ରାଫ ନେଉଥିବାର ଦେଖିବାକୁ ମିଳୁଛି। ସେ ଅଟୋଗ୍ରାଫ ପାଇଁ ବ୍ୟାରିକେଡ ପଛରେ ରହି କାନ୍ଦୁଛନ୍ତି। ଏତେ ଉିଡ ପରେ ବି ସେ ଭାବପ୍ରବଣ ହୋଇ […] The post Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ appeared first on Dharitri Odia News.

Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ

ସୁରଟ,୭।୩: ଧାଡିଏ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ସମ୍ପ୍ରତି ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଭିଡିଓରେ, ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଚିତ୍ର ଉପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଟୋଗ୍ରାଫ ନେଉଥିବାର ଦେଖିବାକୁ ମିଳୁଛି। ସେ ଅଟୋଗ୍ରାଫ ପାଇଁ ବ୍ୟାରିକେଡ ପଛରେ ରହି କାନ୍ଦୁଛନ୍ତି। ଏତେ ଉିଡ ପରେ ବି ସେ ଭାବପ୍ରବଣ ହୋଇ ତାଙ୍କ ହାତଅଙ୍କା ଚିତ୍ର ଧରି ମୋଦିଙ୍କୁ ଅପେକ୍ଷା କରିଛନ୍ତି।

ଏହି ଭିଡିଓଟି ମୋଦିଙ୍କ ଦ୍ୱାରା ସୁରଟ ଖାଦ୍ୟ ସୁରକ୍ଷା ସାଚୁରେସନ ଡ୍ରାଇଭ ଆରମ୍ଭ ସମୟରେ ଉତ୍ତୋଳନ କରାଯାଇଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଲାଭ ବଣ୍ଟନ କରାଯାଇଥିଲା।

The post Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ appeared first on Dharitri Odia News.