Vigilance Catches 181 In 2024: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...

ବଡ଼ ଦୁର୍ନୀତି, ବଡ଼ ମୁଣ୍ଡ, ବଡ଼ ରେଡ୍ । ବର୍ଷକରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଯେଉଁଥିରେ ଅଛନ୍ତି ୫୦ ଜଣ କ୍ଲାସ୍ ୱାନ୍ ଅଫିସର। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହାପୂର୍ବରୁ କେବେ ବି ଏତେ ପରିମାଣର ଗ୍ରୁପ୍ A ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିନଥିଲେ।

Vigilance Catches 181 In 2024: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...
Array