Vigilance Raid: ସରକାରୀ ବାବୁଙ୍କ ଘରୁ ବାହାରୁଛି ବିଡ଼ାବିଡ଼ା ଟଙ୍କା

ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍‌ ଏବଂ ପୁଳାପୁଳା ସୁନା ।

Vigilance Raid: ସରକାରୀ ବାବୁଙ୍କ ଘରୁ ବାହାରୁଛି ବିଡ଼ାବିଡ଼ା ଟଙ୍କା
Array