Vijay Rupani: ଏହା ଭାଗ୍ୟର ବିଡ଼ମ୍ୱନା ନୁହେଁ ତ ଆଉ କ’ଣ, ଯିଏ ଏତେ ବୁଝୁଥିଲେ ସିଏ…
କୋ-ପାଇଲଟି ବସୁଥିବା ଡାହାଣ ପଟ ସିଟରେ ସେ ବସିଥିଲେ । ବିମାନର ଡୋରରେ ବସି ସେ ଅନେକ କଥା ପଚାରି ବୁଝିଥିଲେ । ସେ ଇନଷ୍ଟାଗ୍ରାମରେ ଏହାକୁ ଶେୟାର କରିଥିଲେ । ଭାରତୀୟ ଛାତ୍ରମାନେ ବିମାନ ଚଳାଚଳ କ୍ଷେତ୍ରରେ ସାରା ବିଶ୍ୱରେ ନାଁ କମାନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।