Village Safety Tradition: ଗାଁର ସୁରକ୍ଷା ପାଇଁ ବିଚିତ୍ର ପ୍ରଥା, କେହି ପିନ୍ଧିବେନି ଚପଲ କି କାହାଘରେ ଜଳିବନି ଚୂଲି
ଗାଁର ମୁଖ୍ୟ ପ୍ରବେଶ ପଥରେ ବାଉଁଶ ବାଡ଼। ଭିତରକୁ କେହି ବାହାର ଲୋକ ପଶିପାରିବେନି, କି ଗାଁ ଭିତରୁ କୌଣସି ଲୋକ ବାହାରକୁ ଯାଇ ପାରିବେନି। ଗାଁରେ କାହାରି ଚୂଲି ଜଳିବନି, କି କୌଣସି ଲୋକ ଚପଲ ପିନ୍ଧିବେନି।