Viral Photo: ସୋସିଆଲ୍ ମିଡିଆରେ ପ୍ରତୀକ ବାବର-ପ୍ରିୟା ବାନାର୍ଜୀଙ୍କ ହନିମୁନ୍ ଫଟୋ
ନିକଟରେ ଅଭିନେତ୍ରୀ ପ୍ରତୀକ ବାବର ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ବାହା ହୋଇଛନ୍ତି। ବର୍ତ୍ତମାନ ଉଭୟ ଗୋଆରେ ହନିମୁନ୍ ଉପଭୋଗ କରୁଛନ୍ତି। ଏହି ଅଭିନେତା ପ୍ରଶଂସକଙ୍କୁ ଏହାର ଝଲକ ମଧ୍ୟ ଦେଖାଇଛନ୍ତି। ଏହି ଫଟୋଗୁଡ଼ିକରେ ଉଭୟ ବେଡ୍ରୁମ୍ରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।