Viral Video At Shri Jagannath Temple: ଚିଲ ନେଇଗଲା କାଳିଆ ବାନା; ଭାଇରାଲ ହେଲା ଭିଡ଼ିଓ

ବାନା ଲଗା କାର୍ଯ୍ୟରେ ଚୂନରା ସେବକମାନେ ଲାଗିଥା'ନ୍ତି । ଆଉ ଠିକ୍ ସେହି ସମୟରେ ଏକ ବଡ଼ ଚିଲ ପତିତପାବନ ବାନାକୁ ଥଣ୍ଟରେ ନେଇ ସମୁଦ୍ର ଆଡ଼କୁ ଉଡ଼ିଯାଇଥିଲା ।

Viral Video At Shri Jagannath Temple: ଚିଲ ନେଇଗଲା କାଳିଆ ବାନା; ଭାଇରାଲ ହେଲା ଭିଡ଼ିଓ
Array