Viral Video: କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ IAS ଅଧିକାରୀଙ୍କୁ ଉଠ ବସ୍ କରାଇଲେ ଓକିଲ
ଶାହଜାହାନପୁର ଜିଲ୍ଲାରେ ଏସଡିଏମ ରିଙ୍କୁ ସିଂହ ରାହି କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ ସେ ତହସିଲ୍ କାର୍ଯ୍ୟାଳୟରେ କିଛି ଲୋକଙ୍କୁ ଉଠ୍ ବସ୍ କରାଇଥିଲେ। ଏହା ପରେ ଆନ୍ଦୋଳନରେ ଥିବା ଓକିଲମାନେ ମଧ୍ୟ ରିଙ୍କୁ ସିଂହଙ୍କୁ ଉଠ ବସ୍ ହେବା ପାଇଁ କହିଲେ।