Viral Video: କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ; ଭୟରେ ଦୌଡି ପଳେଇଲା କୁକୁର
କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ। ଏଥିରେ କିଏ ଜିତିବ ତାହା ଏକ ବଡ଼ ପ୍ରଶ୍ନ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଖୁବ ଉତ୍ସାହିତ ହୋଇପଡିବେଣି। କିନ୍ତୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ପରେ ହିଁ ଆପଣ ଏହି ପ୍ରଶ୍ନର ଉତ୍ତର ପାଇଯିବେ।