ଟେନ୍ସନରେ ଅଜିତ ପାଓ୍ବାର: ଡାକିଲେ ରୁଦ୍ଧଦ୍ୱାର ବୈଠକ
ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍ସିପି)କୁ ଝଟ୍କା ଲାଗିଛି। ପିମ୍ପ୍ରି-ଚିଞ୍ଚଓ୍ବାଡର ୨୯ ଜଣ କାଉନସିଲରରୁ ଅଜିତ ପାଓ୍ବାରଙ୍କ ହାତ ଛାଡି ଶରଦ ପାଓ୍ବାରଙ୍କ ଏନ୍ସିପିରେ ସାମିଲ ହୋଇଥିଲେ। ଗୁରୁବାର ଅଜିତ ପିମ୍ପ୍ରି-ଚିଞ୍ଚଓ୍ବାଡର ଦଳୀୟଙ୍କ ନେତାଙ୍କ ସହ ଏକ ରୁଦ୍ଧଦ୍ୱାରା ବୈଠକ କରିଛନ୍ତି। ଏହି ବୈଠକରେ ସେ ଦଳୀୟ ନେତାଙ୍କୁ ବୁଝାଇବା ଉପରେ ଜୋର ଦେଇଥିଲେ। ଲୋକ ସଭା ନିର୍ବାଚନରେ ଅଜିତ ପାଓ୍ବାରଙ୍କ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଦଳରେ […] The post ଟେନ୍ସନରେ ଅଜିତ ପାଓ୍ବାର: ଡାକିଲେ ରୁଦ୍ଧଦ୍ୱାର ବୈଠକ appeared first on Dharitri Odia News.
ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍ସିପି)କୁ ଝଟ୍କା ଲାଗିଛି। ପିମ୍ପ୍ରି-ଚିଞ୍ଚଓ୍ବାଡର ୨୯ ଜଣ କାଉନସିଲରରୁ ଅଜିତ ପାଓ୍ବାରଙ୍କ ହାତ ଛାଡି ଶରଦ ପାଓ୍ବାରଙ୍କ ଏନ୍ସିପିରେ ସାମିଲ ହୋଇଥିଲେ। ଗୁରୁବାର ଅଜିତ ପିମ୍ପ୍ରି-ଚିଞ୍ଚଓ୍ବାଡର ଦଳୀୟଙ୍କ ନେତାଙ୍କ ସହ ଏକ ରୁଦ୍ଧଦ୍ୱାରା ବୈଠକ କରିଛନ୍ତି। ଏହି ବୈଠକରେ ସେ ଦଳୀୟ ନେତାଙ୍କୁ ବୁଝାଇବା ଉପରେ ଜୋର ଦେଇଥିଲେ।
ଲୋକ ସଭା ନିର୍ବାଚନରେ ଅଜିତ ପାଓ୍ବାରଙ୍କ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଦଳରେ ଚାପ ବଢ଼ୁଛି। ଏହି ଦଳ ଗୋଟିଏ ଲୋକ ସଭା ଆସନ ଜିତିବାକୁ ସକ୍ଷମ ହୋଇଥିବାବେଳେ ଶରଦଙ୍କ ଦଳ ୮ଟି ଆସନରେ ବିଜୟୀ ହୋଇଥିଲା।
The post ଟେନ୍ସନରେ ଅଜିତ ପାଓ୍ବାର: ଡାକିଲେ ରୁଦ୍ଧଦ୍ୱାର ବୈଠକ appeared first on Dharitri Odia News.