Viral Video: ଘର ସାମ୍ନାକୁ ଆସିଗଲା କଳା ନାଗ; ଚାଲିଲା ସାପ-ଆଣ୍ଟିଙ୍କ ସଂଘର୍ଷ
ଆଜିକାଲି, ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି, ଯେଉଁଥିରେ ଏକ କୋବ୍ରା ସହ ଜଣେ ଆଣ୍ଟି ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଏହାକୁ ଦେଖି କିଛି ଲୋକ ସତର୍କ ରହିବାକୁ କହୁଥିବା ବେଳେ ଆଉ କିଛି ଲୋକ ଏହାର ମଜା ନେଉଛନ୍ତି।