Viral Video: ଜଣେ ଆମେରିକୀୟଙ୍କୁ ସ୍ନେହରେ ଖୁଆଇଦେଲେ ଭାରତୀୟ ମା’; ହୋଇଗଲେ ଭାବପ୍ରବଣ, କହିଲେ ସେ ମୋ ପାଇଁ…

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଭାରତୀୟ ମାଆ ତାଙ୍କୁ ସ୍ନେହରେ ଖୁଆଇ ଦେଉଛନ୍ତି। ଏହି କ୍ଲିପ୍ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଭାବପ୍ରବଣ କରିବା ସହିତ ସେମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିଦେଇଛି।

Viral Video: ଜଣେ ଆମେରିକୀୟଙ୍କୁ ସ୍ନେହରେ ଖୁଆଇଦେଲେ ଭାରତୀୟ ମା’; ହୋଇଗଲେ ଭାବପ୍ରବଣ, କହିଲେ ସେ ମୋ ପାଇଁ…
Array