ରାଜ୍ୟରେ ପଡିଆ ପଡିଛି ୬ ହଜାର ହେକ୍ଟର ଜମି ; ଗୃହକୁ ତଥ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ରାଜ୍ୟରେ ପଡିଆ ପଡିଛି ହଜାର ହଜାର ହେକ୍ଟର ଜମି । ତଥ୍ୟ ଅନୁସାରେ , ଚାଷ ନହୋଇ ପଡିଆ ପଡିଛି ୬୧୮୦.୨୫ ହେକ୍ଟର ଚାଷ ଜମି । ୨୦୨୩-୨୪ ଖରିଫ ଋତୁରେ ୫୭୪୬.୫୫ ହେକ୍ଟର ଓ ରବି ଋତୁରେ ୨୭୮୫.୧୭ ହେକ୍ଟର ଜମିରେ ଚାଷ କରାଯାଇଛି । ଅନ୍ୟପଟେ ୪୩୩.୭୦ ହେକ୍ଟର ଜମିରେ ଖରିଫ ଚାଷ ହୋଇ ପାରିନାହିଁ ସେହିପରି ୩୩୯୫.୦୮ ହେକ୍ଟର ଜମିରେ ରବି ଫସଲ ଚାଷ ନହୋଇ ପଡିଆ ପଡିଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।