Viral Video: ଭାରତ ସୀମାରେ ଭିଡିଓ କରୁଥିଲେ ବାଂଲାଦେଶୀ ଯୁବକ; BSF ଜବାନ କଲେ ଫାୟାରିଂ

ଜଣେ ବାଂଲାଦେଶୀ ଯୁବକ ଭାରତୀୟ ସୀମା ନିକଟରେ ଏକ ଭିଡିଓ ତିଆରି କରୁଥିଲେ। ସୀମାରେ ନିୟୋଜିତ ଜଣେ BSF ଜବାନ ଦେଶକୁ ସୁରକ୍ଷା ଦେବା ସହିତ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଏହି ଭିଡିଓ ହେଉଛି ଭାଇରାଲ୍।

Viral Video: ଭାରତ ସୀମାରେ ଭିଡିଓ କରୁଥିଲେ ବାଂଲାଦେଶୀ ଯୁବକ; BSF ଜବାନ କଲେ ଫାୟାରିଂ
Array