viral video: ଲୁଚିକି ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲେ ପ୍ରେମିକ, ପରିବାର ଲୋକଙ୍କ ସାମ୍ନାରେ ଧରାପଡିଗଲେ, ଆଉ ତା’ପରେ…

ଭାଲେଣ୍ଟାଇନ ସପ୍ତାହ ଚାଲିଛି । ଏହି ଦିନରେ ପ୍ରେମିକା ପ୍ରେମିକମାନେ ପରସ୍ପରକୁ ନିଜର ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉପହାର ଦିଅନ୍ତି । ତେବେ ପ୍ରେମ ଦିବସ ଚାଲିଥିବା ବେଳେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ ଜଣଙ୍କ ଲୁଚିକି ମଧ୍ୟରାତ୍ରିରେ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ତାଙ୍କ ସହିତ କ’ଣ ହେବ ବୋଲି ପ୍ରେମିକ ଜାଣି ନ ଥିଲେ। ସେ ତାଙ୍କ ପ୍ରେମିକାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କ ପରିବାର ସଦସ୍ୟ […] The post viral video: ଲୁଚିକି ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲେ ପ୍ରେମିକ, ପରିବାର ଲୋକଙ୍କ ସାମ୍ନାରେ ଧରାପଡିଗଲେ, ଆଉ ତା’ପରେ… appeared first on Dharitri Odia News.

viral video: ଲୁଚିକି ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲେ ପ୍ରେମିକ, ପରିବାର ଲୋକଙ୍କ ସାମ୍ନାରେ ଧରାପଡିଗଲେ, ଆଉ ତା’ପରେ…

ଭାଲେଣ୍ଟାଇନ ସପ୍ତାହ ଚାଲିଛି । ଏହି ଦିନରେ ପ୍ରେମିକା ପ୍ରେମିକମାନେ ପରସ୍ପରକୁ ନିଜର ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉପହାର ଦିଅନ୍ତି । ତେବେ ପ୍ରେମ ଦିବସ ଚାଲିଥିବା ବେଳେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ ଜଣଙ୍କ ଲୁଚିକି ମଧ୍ୟରାତ୍ରିରେ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ତାଙ୍କ ସହିତ କ’ଣ ହେବ ବୋଲି ପ୍ରେମିକ ଜାଣି ନ ଥିଲେ। ସେ ତାଙ୍କ ପ୍ରେମିକାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଧରିନେଇଥିଲେ। ତାହା ପରେ ଯାହା ହେଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ସାଧାରଣତଃ ଦେଖାଯାଇଛି ପ୍ରେମିକାଙ୍କ ଘର ଲୋକଙ୍କ ଆଗରେ ଧରାପଡିଗଲେ ପ୍ରେମିକଙ୍କୁ ବହୁତ ମାଡ ମାରିଥାନ୍ତି। ହେଲେ ଏଠି ସମ୍ପର୍ଣ୍ଣ ଅଲଗା। ଯୁବକ ଜଣଙ୍କ ଧରାପଡିବା ପରେ ପ୍ରେମିକାଙ୍କ ଘର ଲୋକ ତାଙ୍କ ଝିଅ ସହ ତାଙ୍କର ବିବାହ କରାଇଛନ୍ତି। ଭିଡିଓରେ ଯୁବକ ଜଣଙ୍କ କାନ୍ଦୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by @sarif_video

 

The post viral video: ଲୁଚିକି ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲେ ପ୍ରେମିକ, ପରିବାର ଲୋକଙ୍କ ସାମ୍ନାରେ ଧରାପଡିଗଲେ, ଆଉ ତା’ପରେ… appeared first on Dharitri Odia News.