Virat Kohli Retirement: ଆଉ ଧଳା ଜର୍ସି ପିନ୍ଧିବେନି କୋହଲି, ୨୦୧୧ରେ କରିଥିଲେ ଡେବ୍ୟୁ
ଟେଷ୍ଟକୁ ବାଏ ବାଏ କହିଲେ ବିରାଟ । ହ୍ୱାଇଟ ଜର୍ସିରେ ଆଉ ଦେଖିବାକୁ ମିଳିବନି କିଙ୍ଗ କୋହଲିଙ୍କୁ । ରୋହିତଙ୍କ ପରେ ଅବସର ନେଲେ ବିରାଟ । ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍ ଏକଥା ଜଣାଇଛନ୍ତି ।