Virat Kohli's Test Replacement: କିଏ ହେବେ ବିରାଟ କୋହଲିଙ୍କ ଟେଷ୍ଟ ଉତ୍ତରାଧିକାରୀ ?
ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଛନ୍ତି ‘କିଙ୍ଗ୍’ କୋହଲି । ଏହାପରେ ଖାଲି ହୋଇଯାଇଛି ଟିମ୍ର ଚାରି ନମ୍ବର ସ୍ଥାନ । ଆଗାମୀ ଇଂଲଣ୍ଡ ଗସ୍ତରେ ଏହି ସ୍ଥାନରେ ବିରାଟଙ୍କ ବିକଳ୍ପ ଖେଳାଳିଙ୍କ ହେବ ଏଣ୍ଟ୍ରୀ । ଏବେ ପ୍ରଶ୍ନ ଉଠୁଛି, କିଏ ହେବେ ବିରାଟଙ୍କ ବିକଳ୍ପ - ଶ୍ରେୟସ ଆୟର, କରୁଣ ନାୟର, ସରଫରାଜ୍ ଖାନ୍ ନା ଆଉ କେହି?