GT vs RCB: ବେଙ୍ଗାଲୁରୁର ବିଜୟଧାରା ଅଟକାଇଲେ ବଟଲର୍‌-ସିରାଜ, ଆରସିବିକୁ ସହଜରେ ହରାଇଲା ଗୁଜରାଟ

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ନିଜ ଘରୋଇ ମଇଦାନରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା । ଆଉ ହୋମ୍‌ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ରେ ହିଁ ପରାଜୟ ସ୍ୱାଦ ଚାଖିଥିଲା ।

GT vs RCB: ବେଙ୍ଗାଲୁରୁର ବିଜୟଧାରା ଅଟକାଇଲେ ବଟଲର୍‌-ସିରାଜ, ଆରସିବିକୁ ସହଜରେ ହରାଇଲା ଗୁଜରାଟ
Array