Visa Deadline Ends: ସରିଲା ପାକିସ୍ତାନୀଙ୍କ ଡେଡ୍ଲାଇନ, ଜାଣନ୍ତୁ ଭାରତ ନ ଛାଡିଲେ କ'ଣ ହେବ ?
ଆଜି ସରୁଛି ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍ । ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜି ସୁଦ୍ଧା ନିଜ ଦେଶକୁ ଫେରିବେ । ନଚେତ୍ ୩ ବର୍ଷ ଜେଲ୍ କିମ୍ବା ୩ ଲକ୍ଷ ଜରିମାନା ଦଣ୍ଡ ଭୋଗିବାକୁ ପଡିପାରେ ।