VK Pandian: ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ସନ୍ନ୍ୟାସ ନାଟକର ହେଲା ପର୍ଦ୍ଦାଫାସ୍
ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ ! ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ, ଭେଟୁଛନ୍ତି ନେତା ଓ ବିଧାୟକ । ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ ପରେ ଚର୍ଚ୍ଚା ।