Vyasanagar Chairperson: ଅନାସ୍ଥାରେ ହାରିଲେ ସଂଗୀତା; BJD ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍...

ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍ । ଅନୁପସ୍ଥିତ ରହିଲେ ୬ କାଉନସିଲର । ବିଜେଡି କାଉନସିଲରଙ୍କ ତରଫରୁ ଆଗତ ଅନାସ୍ଥାରେ ପରାଜିତ ହୋଇଛନ୍ତି ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ । 

Vyasanagar Chairperson: ଅନାସ୍ଥାରେ ହାରିଲେ ସଂଗୀତା; BJD ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍...
Array