Waqf Amendment Bill 2025: ରାଜ୍ୟସଭାରେ ବି ପାସ୍ ୱାକଫ୍ ବିଲ୍, ସପକ୍ଷରେ ପଡିଲା ୧୨୮ ଭୋଟ୍

ରାଜ୍ୟସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଏହା ସପକ୍ଷରେ ୧୨୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡିଛି ୯୫ ଭୋଟ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ୍ ଆଇନରେ ପରିଣତ ହେବ ।

Waqf Amendment Bill 2025: ରାଜ୍ୟସଭାରେ ବି ପାସ୍ ୱାକଫ୍ ବିଲ୍, ସପକ୍ଷରେ ପଡିଲା ୧୨୮ ଭୋଟ୍
Array