Waqf Bill BJD Division: ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି

କୁହାଯାଏ ଯେ ରାଜନୀତି ପାଣି ଭାରି ଗୋଳିଆ । ଆଉ ପଙ୍କିଳ ମଧ୍ୟ । ଏଥିରେ ପହଁରିବା ଏତେ ସହଜ ନୁହେଁ । ସମସ୍ତଙ୍କ ପକ୍ଷେ ସହଜ ନୁହେଁ ଏହି ପୋଖରୀରେ ଲମ୍ଫ ପ୍ରଦାନ କରି ମାଛ ମାରିବା । ଏହା ସତ ହୋଇପାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ଏମିତି ବି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗୋଳିଆ ପାଣି ଓ ପଙ୍କିଳ ପୋଖରୀରୁ ବେଶ୍ ଅନାୟସରେ ମାଛ ମାରିପାରନ୍ତି ।

Waqf Bill BJD Division: ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି
Array