Waqf Bill Row: ‘ପାଣ୍ଡିଆନ୍ କିଏ ମୁଁ ଜାଣିନି, ସିଏ ଏବେ ଇତିହାସ’

ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଲେ ସମ୍ବିତ ରାଉତରାୟ । ଟ୍ବିଟ୍‌ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ୍‌ ହେଲାନି । ଏପରି ଟ୍ୱିଟ୍‌ କରିବା ପୂର୍ବରୁ ଟିକେ ଭାବିବାର ଥିଲା ବୋଲି କହିଲେ । 

Waqf Bill Row: ‘ପାଣ୍ଡିଆନ୍ କିଏ ମୁଁ ଜାଣିନି, ସିଏ ଏବେ ଇତିହାସ’
Array