Waqf Bill: ୱକଫ ବିଲ୍‌ : ମହିଳା ସଶକ୍ତିକରଣକୁ ଗୁରୁତ୍ୱ, ସଂପତ୍ତି ମାମଲାରେ ସରକାରୀ ନିୟନ୍ତ୍ରଣ

୨୦୦୧ରୁ ୨୦୧୨ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୱକଫ ସମ୍ପତ୍ତି ଘରୋଇ ପ୍ରତିଷ୍ଠାନକୁ ୧୦୦ ବର୍ଷ ପାଇଁ ଲିଜ୍‌ରେ ଦିଆଯାଇଛି। ଶେଷରେ ବେଙ୍ଗାଲୁରୁରେ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଯାହାଦ୍ୱାରା ୬୦୨ ଏକର ଜମି ଅଧିଗ୍ରହଣକୁ ରୋକା ଯାଇଥିଲା। କଂଗ୍ରେସ ଏହି ବିଲ୍‌କୁ ଦୃଢ଼ ଭାବେ ବିରୋଧ କରୁଥିଲେ ବି ଦେଶବାସୀଙ୍କ ମଙ୍ଗଳ ପାଇଁ ଏହି ବିଲ୍‌ ଆଗତ କରାଯାଇଛି। ତେବେ ସମୟ ହିଁ କହିବ, ଏହି ପରିବର୍ତ୍ତିତ ବିଲ୍‌ ଲୋକଙ୍କ ହିତରେ ଆସୁଛି କି ନାହିଁ।

Waqf Bill:  ୱକଫ ବିଲ୍‌ : ମହିଳା ସଶକ୍ତିକରଣକୁ ଗୁରୁତ୍ୱ, ସଂପତ୍ତି ମାମଲାରେ ସରକାରୀ ନିୟନ୍ତ୍ରଣ
Array