ଏୟାରପୋର୍ଟରେ ମିଳିଲା ଏକ ଗୋଲାପି ବ୍ୟାଗ୍

ଭୁବନେଶ୍ବର ଏୟାରପୋର୍ଟରେ ମିଳିଲା ଏକ ଗୋଲାପି ବ୍ୟାଗ୍। ତେବେ ବ୍ୟାଗର କେହି ଦାବିଦାର ନ ଥିଲେ।  ଏହାକୁ ନେଇ ଟେନସନ ବଢ଼ିବାରୁ ଡଗ୍ ଏବଂ ବମ୍ବ ସ୍କ୍ବାଡ୍ ଯାଞ୍ଚ କରିଛି।  

ଏୟାରପୋର୍ଟରେ ମିଳିଲା ଏକ ଗୋଲାପି ବ୍ୟାଗ୍
Array