Warehouse Raid: ଆମାଜନ ଓ ଫ୍ଲିପକାର୍ଟ ଗୋଦାମରେ ବଡ଼ ଚଢାଉ, ପୁଳା ପୁଳା ନକଲି ସାମଗ୍ରୀ ଜବତ

ଦିଲ୍ଲୀର Amazon Sellers Private Limited ର ଗୋଦାମରେ ଚଢାଉ କରି ୩୫୦୦ ନକଲି ଜିନିଷ ଜବତ କରିଛି BIS। ଏଥିରେ ଗିଜର, ଫୁଡ୍ ମିକ୍ସଚର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଅନ୍ତର୍ଭୁକ୍ତ ଥିଲା। ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ​​ଯେ ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଅନେକରେ ନକଲି ISI ଲେବଲ ଲଗାଇ ବିକ୍ରି କରାଯାଉଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ 70 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Warehouse Raid: ଆମାଜନ ଓ ଫ୍ଲିପକାର୍ଟ ଗୋଦାମରେ ବଡ଼ ଚଢାଉ, ପୁଳା ପୁଳା ନକଲି ସାମଗ୍ରୀ ଜବତ
Array