ଲୁଇ ଫିଲିପର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୨: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରିମିୟମ ପୁରୁଷ ପୋଷାକ ବ୍ରାଣ୍ଡ୍‌ ଲୁଇ ଫିଲିପର ବହୁ ପ୍ରତୀକ୍ଷିତ ତଥା କାରୁକାର୍ଯ୍ୟଭରା ବିବାହ ପୋଷାକର ବ୍ୟାପକ ରେଞ୍ଜ ‘ରୟାଲ ଇଣ୍ଡିଆନ୍‌ ୱେଡିଂ କଲେକ୍ସନ’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଲୁଇ ଫିଲିପର ସିଓଓ ଫରିଦା କଲିୟାଦାନ କହିଛନ୍ତି, ଆମେ ଆନନ୍ଦଦାୟକ ବିବାହ ଋତୁକୁ ସ୍ବାଗତ କରୁଥିବାବେଳେ ରୟାଲ ଇଣ୍ଡିଆନ୍‌ ୱେଡିଂ କଲେକ୍ସନକୁ ଉନ୍ମୋଚନ (ପ୍ରଚଳନ) କରି ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ବିବାହ […] The post ଲୁଇ ଫିଲିପର ନୂତନ କଲେକ୍ସନ appeared first on Dharitri Odia News.

ଲୁଇ ଫିଲିପର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୨: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରିମିୟମ ପୁରୁଷ ପୋଷାକ ବ୍ରାଣ୍ଡ୍‌ ଲୁଇ ଫିଲିପର ବହୁ ପ୍ରତୀକ୍ଷିତ ତଥା କାରୁକାର୍ଯ୍ୟଭରା ବିବାହ ପୋଷାକର ବ୍ୟାପକ ରେଞ୍ଜ ‘ରୟାଲ ଇଣ୍ଡିଆନ୍‌ ୱେଡିଂ କଲେକ୍ସନ’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଲୁଇ ଫିଲିପର ସିଓଓ ଫରିଦା କଲିୟାଦାନ କହିଛନ୍ତି, ଆମେ ଆନନ୍ଦଦାୟକ ବିବାହ ଋତୁକୁ ସ୍ବାଗତ କରୁଥିବାବେଳେ ରୟାଲ ଇଣ୍ଡିଆନ୍‌ ୱେଡିଂ କଲେକ୍ସନକୁ ଉନ୍ମୋଚନ (ପ୍ରଚଳନ) କରି ବେଶ୍‌ ଉତ୍ସାହିତ ଅଛୁ।

ବିଶେଷକରି ବିବାହ ଦିନରେ ବରପାତ୍ର ଜଣକ ବେଶ୍‌ ଆନନ୍ଦିତ ଥିଲାବେଳେ ଆମେ ବାସ୍ତବିକ ରାଜକୀୟ ଅନୁଭବ ଆଣି ଦେବାକୁ ଏହାର (ଉକ୍ତ କଲେକ୍ସନ) ଡିଜାଇନ କରାଯାଇଛି।ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଲୁଇ ଫିଲିପର ୫ଟି ଫ୍ଲାଗଶିପ ଷ୍ଟୋର ରହିଥିବାବେଳେ ଉକ୍ତ ଷ୍ଟୋରଗୁଡ଼ିକରେ ମଧ୍ୟ ‘ରୟାଲ ଇଣ୍ଡିଆନ ୱେଡିଂ’ କଲେକ୍ସନ ଉପଲବ୍ଧ ରହିଛି। ସେହିଭଳି ଲୁଇ ଫିଲିପ ଫ୍ଲାଗଶିପ ଷ୍ଟୋର ସମେତ ବ୍ରାଣ୍ଡ୍‌ର ସ୍ବୀକୃତିପ୍ରାପ୍ତ ରିଟେଲର ଏବଂ ବ୍ରାଣ୍ଡ୍‌ର ମୋବାଇଲ ଆପ ଅଥବା ଅନଲାଇନ ପ୍ଲାଟଫର୍ମ www.louisphilippe.comରେ ମଧ୍ୟ ଅନ୍‌ଲାଇନ ଅର୍ଡର ସହ ଗ୍ରାହକ ଉକ୍ତ କଲେକ୍ସନକୁ କ୍ରୟ କରିପାରିବେ।

The post ଲୁଇ ଫିଲିପର ନୂତନ କଲେକ୍ସନ appeared first on Dharitri Odia News.