Washington Sundar: ଟର୍ନିଂ ପିଚ୍‌ରେ ଅଧିକ ସୁଯୋଗ ଦେବା ଦରକାର, ଆଗକୁ ଆହୁରି ଭଲ ପରଫର୍ମ କରିବେ

ଶାସ୍ତ୍ରୀ ସୁନ୍ଦରଙ୍କ ବ୍ୟାଟିଂ ବିଷୟରେ କହିଛନ୍ତି, ସେ ସ୍ୱାଭାବିକ ଭାବେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ। ସେ ଆଠ ନମ୍ବର ବ୍ୟାଟ୍ସମ୍ୟାନ ନୁହଁନ୍ତି । ସେ ଖୁବ ଶୀଘ୍ର ଛଅ ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି । ଆଉ ଥରେ ଯଦି ତାଙ୍କୁ ଆତ୍ମବିଶ୍ୱାସ ମିଳେ, ତେବେ ସେ ଆହୁରି ଭଲ ପରଫର୍ମ କରିବେ ।

Washington Sundar: ଟର୍ନିଂ ପିଚ୍‌ରେ ଅଧିକ ସୁଯୋଗ ଦେବା ଦରକାର, ଆଗକୁ ଆହୁରି ଭଲ ପରଫର୍ମ କରିବେ
Array