Water Crisis In Malkangiri: ପାଣି ଟୋପେ ପାଇଁ ଡହଳ ବିକଳ; ଅଳିଆ ପାଣି ଛାଣି ପିଉଛନ୍ତି ଉପାନ୍ତର ଅଧିବାସୀ
ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଭରସା ପାଲଟିଛି ଚୁଆ ପାଣି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଖରା ହେଉ ବା ଶୀତ ପିଉଛନ୍ତି ସେହି ଗୋଳିଆ ଚୁଆ ପାଣି । କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସେହି ଗୋଟିଏ ସ୍ଥାନର ଚୁଆ ପାଣି ଉପରେ ଭରସା କରନ୍ତି ।