Water Crisis: ପାଣି ନାହିଁ ବୋଲି... ବାହା ହୋଇପାରୁନାହାନ୍ତି ଗାଁର ପୁଅ

ପାଣି ନାହିଁ ବୋଲି ବୋହୂ ମିଳୁନି । ବାହା ହୋଇ ପାରୁନାହାନ୍ତି ଗାଁର ୮୦ରୁ ଅଧିକ ପୁଅ । ଗାଁରେ ପାଣି ସୁବିଧା ନଥିବାରୁ ଝିଅ ଦେବାକୁ ଅରାଜି ହେଉଛନ୍ତି । ଯଦି କିଏ ବାହା ହୋଇଛନ୍ତି, ତେବେ କିଛି ଦିନ ପରେ ବାପଘରେ ଯାଇ ରହୁଥିବା ଅଭିଯୋଗ ।

Water Crisis: ପାଣି ନାହିଁ ବୋଲି... ବାହା ହୋଇପାରୁନାହାନ୍ତି ଗାଁର ପୁଅ
Array