WCL: ଗୁରୁବାର ଭାରତ-ପାକିସ୍ତାନ ସେମି ‍ଫାଇନାଲ ଲଢ଼େଇ, ଓହରିଗଲେ ମୁଖ୍ୟ ସ୍ପନସର

ଆମେ ଗର୍ବର ସହ ଇଣ୍ଡିଆ ଚାମ୍ପିଅନସ୍ ଟିମକୁ ସମର୍ଥନ ଜାରି ରଖିବୁ, କିନ୍ତୁ ପାକିସ୍ତାନ ଜଡ଼ିତ କୌଣସି ମ୍ୟାଚର ସମର୍ଥନ କିମ୍ବା ପ୍ରଚାର କରିବୁ ନାହିଁ। ସର୍ବଦା ଦେଶ ପ୍ରଥମେ।

WCL: ଗୁରୁବାର ଭାରତ-ପାକିସ୍ତାନ ସେମି ‍ଫାଇନାଲ ଲଢ଼େଇ, ଓହରିଗଲେ ମୁଖ୍ୟ ସ୍ପନସର
Array