Weather Weapon: ଟେକ୍ସାସ ବନ୍ୟାକୁ ନେଇ କନସ୍ପିରେସି ଥିଓରୀ, ଆରମ୍ଭ ହେଲା ଜଳବାୟୁ ଯୁଦ୍ଧ ?
ଏବେ ସୁଦ୍ଧା ୱେଦର ୱିପନ ବ୍ୟବହାରର କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ପ୍ରାକୃତିକ ଓ କୃତ୍ରିମ ଉପାୟରେ ହୋଇଥିବା ବର୍ଷା ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର, କାରଣ ଅଧିକାଂଶ ଦେଶ ପାଖରେ ଏହି ପ୍ରଯୁକ୍ତିବିଦ୍ୟା ନାହିଁ। ଭିଏତନାମ ଯୁଦ୍ଧ ପରେ ଆମେରିକାର ସିନେଟ ନିଜେ ସ୍ୱୀକାର କରିଥିଲେ, ସେମାନେ ଶତ୍ରୁ ଦେଶର ପାଣିପାଗ ସହିତ ହେରଫେର କରିଥିଲେ ।