Why MS Dhoni is Key for CSK: ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଧୋନି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?
ଆଘାତଜନିତ କାରଣରୁ ଆଇପିଏଲ୍ ୨୦୨୫ ସିଜନ୍ ମଝିରୁ ବିଦାୟ ନେଇଛନ୍ତି ସିଏସ୍କେର ଅଧିନାୟକ ଋତୁରାଜ ଗାଏକୱାଡ଼ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଖକୁ ଫେରିଛି ଟିମ୍ର ନେତୃତ୍ୱ ଦାୟିତ୍ୱ । ତେବେ ଟିମ୍ ପାଇଁ ସେ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ? ଜଣେ ୪୩ବର୍ଷୀୟ କ୍ରିକେଟର୍ଙ୍କ ଉପରେ ଫ୍ରାଞ୍ଚାଇଜ୍ର ଏତେ ନିର୍ଭରଶୀଳତା କ’ଣ ଯଥାର୍ଥ ?