Why Online Betting Apps Are Popular in Odisha: କାହିଁକି ଓଡ଼ିଶାରେ ଏତେ ଲୋକପ୍ରିୟ ହେଉଛି ଗାମ୍ବଲିଂ ବେଟିଂ ଆପ୍ ? ଜାଣନ୍ତୁ କାରଣ...
ଗାମ୍ବଲିଂ ବେଟିଂ ଆପ୍ ଭାରତ ବା ଓଡ଼ିଶାରେ ଏତେ ଲୋକପ୍ରିୟ କେମିତି ହେଉଛି ? କଣ ରହିଛି ଏହା ପଛର କାରଣ ? କେମିତି ରାତାରାତି ଲୋକପ୍ରିୟ ହୋଇଯାଉଛି ଗାମ୍ବଲିଂ ବେଟିଂ ଆପ୍ ? ଆସନ୍ତୁ ଜାଣିବା...