ଆଗେ ପୁରୁଣା ଫାଇଲ୍ ଖୋଲିବେ କହିଥିଲେ, ଏବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ବି କହିଲେଣି

ଆଜି ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ସ୍ମୃତିରେ ଜଳେଶପଟ୍ଟାରୁ ଭୁବନେଶ୍ବରରେ ଯାଏଁ ପାଳିତ ହୋଇଛି ୧୬ତମ ବଳିଦାନ ଦିବସ।

ଆଗେ ପୁରୁଣା ଫାଇଲ୍ ଖୋଲିବେ କହିଥିଲେ, ଏବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ବି କହିଲେଣି

ଆଗେ ପୁରୁଣା ଫାଇଲ୍ ଖୋଲିବେ କହିଥିଲେ, ଏବେ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ବି କହିଲେଣି। ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ପରେ ଖୁସି ପ୍ରକଟ କରିଛନ୍ତି ସ୍ବାମୀଜୀଙ୍କ ହଜାର ହଜାର ଅନୁଗାମୀ। ହେଲେ ବିଜେଡି କହିଛି- ଏଥିରେ ତାଙ୍କ ଦଳ ବିଚଳିତ ନୁହେଁ । ସେପଟେ ଆଜି ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ସ୍ମୃତିରେ ଜଳେଶପଟ୍ଟାରୁ ଭୁବନେଶ୍ବରରେ ଯାଏଁ ପାଳିତ ହୋଇଛି ୧୬ତମ ବଳିଦାନ ଦିବସ।