Odisha Politics: ଚର୍ଚ୍ଚାରେ ବିଜେଡି-ବିଜେପି ନେତାଙ୍କ 'ବନ୍ଧୁ ମିଳନ'
ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ରହିଛି ସମସ୍ତଙ୍କ ମୁହଁରେ ଭରା ହସ । ବିଜେଡି ବିଜେପି ନେତାଙ୍କ ଏଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।